ନୀରବତା ତା ଓଠରେ ଥିଲା
ହେଲେ ଆଖିରେ ତା ଝଲସି ଉଠୁଥିଲା ଦାରିଦ୍ର୍ଯତାର ସ୍ପଷ୍ଟଚିତ୍ର
ସତେ ଯେପରି କୋମଳ ପାଖୁଡାରେ ତା ଶ୍ରମର କଣ୍ଗକତ୍ବ
କ୍ଷୁଧା ର ଜ୍ବାଳା ରେ ଜର୍ଜରିତ ହୋଇ ଉଠୁଥିଲା ସେ ନିଷ୍ପାପ ଶରୀର
ହେଲେ ବଞ୍ଚି ରହି ସଂଗ୍ରାମ କରିବାର ଉନ୍ମାଦନା ତାକୁ କରିଥିଲା ସଶକ୍ତ ଓ ସବଳ
ନା ଜଣାଥିଲା ତାକୁ ଜୀବନର ଅର୍ଥ
ହେଲେ ତା ସର୍ତହୀନ ହସ ଟି ଆଗରେ
ଭାଙ୍ଗି ଯାଉଥିଲା ସବୁ ସ୍ବାର୍ଥପରତା ର ଦର୍ପଣ ।
*****卐********
ନିମାଇଁ ଚରଣ ସାହୁ
ପଟ୍ଟମୁଣ୍ଡାଇ,କେନ୍ଦ୍ରାପଡା ।


0 Comments